ଇସଲାମାବାଦ୍: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି କଶ୍ମୀର ପ୍ରସଙ୍ଗରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ବ କଥାକୁ ମନେ ପକାଇଛନ୍ତି। ଇମ୍ରାନ୍ କହିଛନ୍ତି ଯେ ବାଜପେୟୀ କହିଥିଲେ ବିଜେପି ଯଦି ୨୦୦୪ ଲୋକସଭା ନିର୍ବାଚନ ନହାରେ ତେବେ କଶ୍ମୀର ପ୍ରସଙ୍ଗର ସମାଧାନ ହୋଇଯିବ। ଖାନ୍ ଏହା ମଧ୍ୟ କହିଛନ୍ତି ଯେ ସେଦିନ ବୈଠକରେ ପୂର୍ବ ବିଦେଶ ମନ୍ତ୍ରୀ ନଟବର ସିଂହ ଉପସ୍ଥିତ ଥିଲେ।
କଶ୍ମୀର ପ୍ରସଙ୍ଗ:ବାଜପେୟୀଙ୍କୁ ମନେପକାଇଲେ ଇମ୍ରାନ୍
/sambad/media/post_attachments/wp-content/uploads/2018/12/Pakistans_Prime_Minister_Imran_Khan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)