ବ୍ୟାଙ୍କକ୍: ମିସ୍ ଫିଲିପାଇନ୍ସ କାଟ୍ରିଓନା ଗ୍ରେ ବିଶ୍ବର ଅନ୍ୟ ୯୩ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ୨୦୧୮ ମୁକୁଟ ପିନ୍ଧିଛନ୍ତି। ବ୍ୟାଙ୍କକ୍ରେ ଆୟୋଜିତ କାର୍ଯ୍ୟକ୍ରମରେ କାଟ୍ରିଓନାଙ୍କୁ ୨୦୧୭ ମିସ୍ ୟୁନିଭର୍ସ ଡେମି ଲେ ନିଲ୍-ପିଟର୍ସ ମୁକୁଟ ପିନ୍ଧାଇଛନ୍ତି। ତେବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତର ନେହାଲ୍ ଚୁଡ଼ାସମା ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ବି ସାମିଲ ହୋଇପାରି ନାହାନ୍ତି। ଦକ୍ଷିଣ ଆଫ୍ରିକାର ତାମାରିନ୍ ଗ୍ରିନ୍ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ଭେନେଜୁଏଲାର ଷ୍ଟେଫାନି ଗୁଟେରେଜ୍ ତୃତୀୟ ହୋଇଛନ୍ତି।
କାଟ୍ରିଓନାଙ୍କୁ ମିସ୍ ୟୁନିଭର୍ସ ୨୦୧୮ ମୁକୁଟ
/sambad/media/post_attachments/wp-content/uploads/2018/12/Miss-Universe-2018.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)