ତେଲେଙ୍ଗାନା : ଦିଲ୍ଲୀ ମଦ ଦୁର୍ନୀତିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କର ଭୂମିକା ରହିଛି ବୋଲି ତେଲେଙ୍ଗାନା ବିଜେପି ରାଜ୍ୟ ସଭାପତି ବି. ସଞ୍ଜୟ କୁମାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କେସିଆରଙ୍କ ପରିବାର ଜମି, ବାଲି, ମଦ ଆଦି ସମସ୍ତ ଦୁର୍ନୀତିରେ ସଂପୃକ୍ତ ରହିଛି। ଗରିବଙ୍କୁ ଘର ଯୋଗାଣରେ ମଧ୍ୟ କେସିଆରଙ୍କ ଦଳ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ସେ କହିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ଯଦି ବିଜେପି ସରକାର କ୍ଷମତାକୁ ଆସେ ତା’ହେଲେ ରାଜ୍ୟର ସମସ୍ତ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ବଣ୍ଟନ କରାଯିବ। ରାଜ୍ୟବାସୀଙ୍କୁ ମାଗଣାରେ ଔଷଧ ମିଳିବ ଏବଂ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସଞ୍ଜୟ କୁମାର ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।
ଦିଲ୍ଲୀ ମଦ ଦୁର୍ନୀତିରେ କେସିଆର୍ଙ୍କ ପରିବାର ସମ୍ପୃକ୍ତ: ବିଜେପି
/sambad/media/post_attachments/wp-content/uploads/2020/05/kcr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)