ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗତକାଲି ସନ୍ଧ୍ୟାରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତା ଏବଂ କେଜ୍ରିୱାଲ୍ଙ୍କୁ ଗତକାଲି ଏକାଠି ଏହି ଇଫତାର ପାର୍ଟିରେ ଦେଖିବାକୁ ମିଳିଥିଲା। ଏଥିରେ ଅନ୍ୟ କେତେକ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ. କିନ୍ତୁ କଂଗ୍ରେସର କୌଣସି ଜଣେ ହେଲେ ସଦସ୍ୟଙ୍କୁ ଇଫତାର ପାର୍ଟିରେ ଦେଖିବାକୁ ମିଳିନଥିଲା। ଗୁପ୍ତା କହିଛନ୍ତି ଏହି କାର୍ଯ୍ୟକ୍ରମ ଏକ ସଦ୍ଭାବନା ମିଳନ ଥିଲା ଏବଂ ଏହାକୁ ନେଇ ରାଜନୀତି ଅନାବଶ୍ୟକ।
କେଜ୍ରିୱାଲ୍ଙ୍କ ଇଫତାର ପାର୍ଟି: ବିଜେପି ନେତା ସାମିଲ, କଂଗ୍ରେସ ଅନୁପସ୍ଥିତ
/sambad/media/post_attachments/wp-content/uploads/2019/06/nqulpkgs_arvind-kejriwal-iftar-party-2019-ani-twitter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)