କରୋନା ଯୋଦ୍ଧାଙ୍କ ପରିବାରକୁ ୧ କୋଟି ଟଙ୍କାର ଚେକ୍‌ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ଯୋଦ୍ଧା ଦିବଂଗତ ନୀତିନ ତମ୍ବରଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ଶିକ୍ଷକ ଥିବା ନୀତିନତମ୍ବର କୋଡିଭ୍‌ ପୀଡ଼ିତଙ୍କ ପାଇଁ ଅହରହ ସେବା କରୁଥିଲେ ବୋଲି କେଜ୍ରିୱାଲ କହିଛନ୍ତି। ଏହା ସହିତ ତମ୍ବରଙ୍କ ପତ୍ନୀଙ୍କୁ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର