ଛୁଟିରେ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବେ ୧୦ ଦିନ ଛୁଟିେରେ ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ମଧୁମେହ ଚିକିତ୍ସା ପାଇଁ ସେ ଯାଇଥିବାରୁ ଆଇଏଏସ୍‌ ଅଧିକାରୀଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ବର୍ତ୍ତମାନ ପାଇଁ ସ୍ଥଗିତ ରହିବ। ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର ସଙ୍କଟ ସମୟରେ କେଜ୍ରିଓ୍ଵାଲ୍‌ ଛୁଟିରେ ଯିବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର