ଥିରୁବନନ୍ତପୁରମ୍/ ତ୍ରିଭେନ୍ଦମ୍: କେରଳରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତ ଥମିବାର ନାଁ ନେଉନାହିଁ। କେବଳ ମାତ୍ର ରାଜଧାନୀ ତ୍ରଭେନ୍ଦମ୍କୁ ଛାଡ଼ିଦେଲେ ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ଚଳିତ ପ୍ରଳୟଙ୍କରୀ ବନ୍ୟାରେ ସଂପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ସରକାରୀ ଭାବେ ଗତ ୨୪ ଘଣ୍ଟା କେରଳ ବନ୍ୟାରେ ୩୩ ଜଣଙ୍କର ମୁତ୍ୟୁ ଘଟିବା ପରେ ଏବେ ମୁତ୍ୟୁ ସଂଖ୍ୟା ଆସି ସରକାରୀ ଭାବେ ୩୫୭ରେ ପହଞ୍ଚିଛି। ତେବେ, ବେସରକାରୀ ଭାବେ ମୁତ୍ୟୁ ସଂଖ୍ୟା ଆହୁରି ବହୁ ଅଧିକ ହେବ ବୋଲି କୁହାଯାଉଛି।
#OpMadad #KeralaFloodRelief #KeralaFloods2018 "If IOR is our Karmbhoomi, then Kerala is our Janmabhoomi" - Adm Sunil Lanba CNS. A frontline Delhi class Destroyer INS Mysore being readied for desptach to Kochi. Relief material and provisions being loaded in Mumbai. pic.twitter.com/XKTC3UJwZE
— SpokespersonNavy (@indiannavy) August 19, 2018
ଏବେ ବି ଲକ୍ଷ ଲକ୍ଷ ଲୋକ ବନ୍ୟାପାଣିରେ ଫସି ରହିବା ସହ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି। ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟକୁ ସଡ଼କ ପଥ, ରେଳପଥ, ଆକାଶପଥରେ ଗମନାଗମନ ସଂପୂର୍ଣ୍ଣ ରୂପେ ଠପ୍ ହୋଇ ପଡ଼ିଛି। ଫଳରେ ଆଜି ଭାରତୀୟ ନୌସେନା ପକ୍ଷରୁ ଏକ ଯୁଦ୍ଧ ପୋତରେ କେରଳକୁ ଅତ୍ୟାବଶ୍ୟକୀୟ ରିଲିଫ୍ ସାମଗ୍ରୀ ପଠାଯାଇଛି।
#OpMadad #KeralaFloods2018 #KeralaFloodRelief Naval Air Station INS Garuda at Kochi cleared for operating civil flights commencing tomorrow morning @DefenceMinIndia @SpokespersonMoD @nsitharaman @CMOKerala pic.twitter.com/nhpHH5uKzw
— SpokespersonNavy (@indiannavy) August 19, 2018
All set to go...... pic.twitter.com/zXXcaZOp2f
— SpokespersonNavy (@indiannavy) August 19, 2018
#WATCH: Wing Commander Prasanth of Garud Special Force of Indian Air Force rescues a toddler from rooftop in flood hit town of Alappuzha. #KeralaFlood (Source IAF) pic.twitter.com/wT12zszMya
— ANI (@ANI) August 19, 2018
ବନ୍ୟା ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ସେନା ବାହିନୀର ସ୍ଥଳସେନା, ବାୟୁସେନା, ନୌସେନା, କୋଷ୍ଟଗାର୍ଡ, ଏନ୍ଡିଆରଏଫ୍କୁ ନିୟୋଜିତ କରାଯାଇଛି। ୩୮ଟି ହେଲିକପ୍ଟଟର, ୨୦ଟି ବିମାନ ଏବଂ ୩୨୦ଟି ମୋଟର ବୋଟ ନିୟୋଜିତ ହୋଇଛି। ଏଯାବତ୍ ୫୦ହଜାର ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ଥିବା ବେଳେ ଆହୁରି ୧୦,୦୦୦ ଲୋକ ଉଦ୍ଧାର ହେବା ଅପେକ୍ଷାେରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦ୍ୱିତୀୟ ଦିନ ପାଇଁ ଆକାଶମାର୍ଗରୁ କେରଳ ବନ୍ୟାଞ୍ଚଳ ପରିଦର୍ଶନ କରବା ସହ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରି ପ୍ରାଥମିକ ପର୍ଯ୍ୟାୟରେ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।
#NDRF Teams evacuating pregnent women from village Alappad, distt Thrissur Kerala pic.twitter.com/HsvoEIt2Nf
— NDRF (@NDRFHQ) August 19, 2018
#KeralaSOS
Google Maps is allowing Kerala flood victims to share their exact location even without internet. #ITVideo
More videos: https://t.co/Nounxo6IKQ pic.twitter.com/flgGG33FvQ— India Today (@IndiaToday) August 19, 2018
Water levels have decreased at the Cochin International Airport.#KeralaSOS #KeralaFloods
Watch @shalinilobo93’s #ReporterDiary
More Videos: https://t.co/FAHzdjSiWA pic.twitter.com/N6PRvlHjxU— India Today (@IndiaToday) August 19, 2018
#KeralaSOS While the death toll in Kerala floods has climbed to 357, the red alert has been withdrawn from all 14 districts of the state. @Itsgopikrishnan from Thiruvalla and @shalinilobo93 from Kochi report. #ITVideo. Watch more updates: https://t.co/Nounxo6IKQ pic.twitter.com/uGlSjQMF2Z
— India Today (@IndiaToday) August 19, 2018