ନୂଆଦିଲ୍ଲୀ: କେରଳର ଦୈନିକ କୋଭିଡ୍ ସଂକ୍ରମଣ ଏବେ ଦେଶରେ ସର୍ବାଧିକ ରହିଛି । ତୃତୀୟ ଲହର ରୋକିବା ପାଇଁ କଡ଼ା ସତର୍କତା ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ତାଗିଦ ସତ୍ତ୍ବେ କେରଳ ସରକାର ବକ୍ରିଦ୍ ପାଇଁ ଲକ୍ଡାଉନ୍ କଟକଣା ହଟାଇ ଦେଇଥିବାରୁ ଭାରତୀୟ ଭେଷଜ ସଂଘ (ଆଇଏମ୍ଏ) ଏହାର ଜୋର୍ଦାର ବିରୋଧ କରିଛି। ତୁରନ୍ତ ସରକାର ଏହି କୋହଳ ନୀତି ପ୍ରତ୍ୟାହାର ନକଲେ ଆଇଏମ୍ଏ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଘୋଷଣା କରିଛି। କେରଳ ସରକାରଙ୍କୁ ଏ ବାବଦରେ ପତ୍ରଲେଖି ଆଇଏମ୍ଏ ଜଣାଇ ଦେବା ସହ ଅବିଳମ୍ବେ ବକ୍ରିଦ୍ ପାଇଁ ରହିଥିବା ‘ଅଯୌକ୍ତିକ’ ଏବଂ ‘ଅନାବଶ୍ୟକ’ କୋଳହ ନୀତି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି।
ବକ୍ରିଦ୍ ପାଇଁ କଟକଣା କୋହଳକୁ ଆଇଏମ୍ଏର ବିରୋଧ
ତୁରନ୍ତ ପ୍ରତ୍ୟାହାର ନହେଲେ ସୁପ୍ରିମ୍ କୋର୍ଟ ଯିବ ସଂଘ
/sambad/media/post_attachments/wp-content/uploads/2021/07/fh456sf456h4sf564h564fsh56hfhfshffhff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)