ମୁମ୍ବାଇ : ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ଖଡ଼ସେ ଆଜି ଏନ୍ସିପି (ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି)ରେ ଯୋଗ ଦେଇଛନ୍ତି। ୬ ଥର ବିଧାୟକ ହୋଇଥିବା ଖଡ଼ସେ ବିଜେପି ସହ ସମ୍ପର୍କ ତୁଟାଇବାର କିଛି ଦିନ ପରେ ଆଜି ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ଏନ୍ସିପିରେ ଯୋଗ ଦେଇଛନ୍ତି।
ଏନ୍ସିପିରେ ଯୋଗଦେଲେ ଖଡ଼ସେ
/sambad/media/post_attachments/wp-content/uploads/2020/10/khades.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)