ଏନ୍‌ସିପିରେ ଯୋଗଦେଲେ ଖଡ଼ସେ

ମୁମ୍ବାଇ : ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ଖଡ଼ସେ ଆଜି ଏନ୍‌ସିପି (ନ୍ୟାସନାଲିଷ୍ଟ୍‌ କଂଗ୍ରେସ ପାର୍ଟି)ରେ ଯୋଗ ଦେଇଛନ୍ତି। ୬ ଥର ବିଧାୟକ ହୋଇଥିବା ଖଡ଼ସେ ବିଜେପି ସହ ସମ୍ପର୍କ ତୁଟାଇବାର କିଛି ଦିନ ପରେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ଏନ୍‌ସିପିରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର