ଚଣ୍ଡୀଗଡ଼: ରବିବାର ପଞ୍ଜାବର ମଲେରକୋଟଲା ଜିଲ୍ଲାର ଏକ ଜିମ୍ରେ ଆମ୍ ଆଦମୀ ପାର୍ଟିର ଜଣେ ମ୍ୟୁନିସିପାଲିଟି କାଉନସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆପ୍ କାଉନସିଲର ଆକବର ଭୋଲି ବ୍ୟାୟାମ କରୁଥିବାବେଳେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।
ଜିମ୍ ଭିତରେ ଆପ୍ କାଉନସିଲର୍ଙ୍କୁ ହତ୍ୟା
/sambad/media/post_attachments/wp-content/uploads/2022/08/dg654dag65da465gdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)