ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ସଂକ୍ରାନ୍ତ ପଚରା ଉଚୁରା ଲାଗି ସିବିଆଇ ଅଫିସ୍‌ରେ ହାଜର ହେଲେ କୋଲକାତା ପୁଲିସ ମୁଖ୍ୟ ରାଜୀବ କୁମାର

0

ଶିଲଙ୍ଗ୍‌: ସାରଦା ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ସଂକ୍ରାନ୍ତରେ ପଚରା ଉଚୁରା ଲାଗି ଶନିବାର ଦିନ କୋଲକାତା ପୁଲିସ କମିସନର୍‌ ରାଜୀବ କୁମାର ଶିଲଙ୍ଗ୍‌ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ସିବିଆଇ କୁମାରଙ୍କୁ ଗିରଫ କରି ପାରିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶମତେ ଶୁକ୍ରବାର ଦିନ କୁମାର ମେଘାଳୟର ରାଜଧାନୀ ଶିଲଙ୍ଗ୍‌ ଠାରେ ପହଞ୍ଚିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.