କୁମାରବିଶ୍ୱାସଙ୍କ ମାନହାନୀ ମୋକଦ୍ଦମା ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି ନେତା କୁମାର ବିଶ୍ୱାସ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ପତ୍ର ଲେଖି କ୍ଷମା ପ୍ରାର୍ଥନା କରିବା ପରେ ଆଜି ତାଙ୍କ ନାମରେ ରୁଜୁ ହୋଇଥିବା ମାନହାନୀ ମୋକଦ୍ଦମା ପ୍ରତ୍ୟାହାର କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କହିବାନୁସାରେ, କେନ୍ଦ୍ରମନ୍ତ୍ରୀ ଜେଟଲୀଙ୍କ ବିରୋଧରେ ଅପମାନ ସୂଚକ ଶବ୍ଦ ପ୍ରୟୋଗ କରିଥିବା ନେଇ କୁମାର ବିଶ୍ୱାସ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର