କୁମ୍ଭ ୨୦୧୯, ଦ୍ବିତୀୟ ଶାହି ସ୍ନାନ ଆଜି

ପ୍ରୟାଗରାଜ: ମାଘ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଆସନ୍ତାକାଲି କୁମ୍ଭର ଦ୍ବିତୀୟ ଶାହି ସ୍ନାନ ସଂପୂର୍ଣ୍ଣ ହେବ। ଚଳିତ ବର୍ଷ ଏହି ତିଥି ୪ ଫେବ୍ରୁଆରିରେ ପଡୁଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଦ୍ବିତୀୟ ଶାହି ସ୍ନାନରେ ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବାରୁ ଉତ୍ତର ପ୍ରଦେଶ ସରକାର ଘାଟ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି। ପ୍ରଥମ ଶାହି ସ୍ନାନ ମକର ସଂକ୍ରାନ୍ତିରେ ସମାପନ ହୋଇଥିଲା।

ସମ୍ବନ୍ଧିତ ଖବର