ଶ୍ରୀନଗର: ଉତ୍ତର କଶ୍ମୀରସ୍ଥିତ କୁଫ୍ଓ୍ଵାଡ଼ା ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟସ୍ଥ ସଫଓ୍ଵାଲି ଗଲି ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏଥିରେ ଦୁଇଜଣ ଯବାନ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀ ନିକଟରୁ ଏକ ଏକେ-୪୭ ବନ୍ଧୁକ ଉଦ୍ଧାର ହୋଇଛି।
କୁପ୍ଓ୍ଵାଡ଼ା ଏନ୍କାଉଣ୍ଟର:ଜଣେ ଆତଙ୍କୀ ନିହତ,୨ ଯବାନ ଆହତ
/sambad/media/post_attachments/wp-content/uploads/2018/07/two1-indian-army.jpg)