ବେଙ୍ଗାଲୁରୁ : ଗୁରୁବାର ଅପରାହ୍ନରେ ଜଣେ ମହିଳା ଡାକ୍ତର ନିଜର ଚାରି ବର୍ଷର ଶିଶୁକନ୍ୟାକୁ ଚତୁର୍ଥ ମହଲାରୁ ଫିଙ୍ଗି ହତ୍ୟା କରିଛନ୍ତି। ଡାକ୍ତର ଜଣଙ୍କ ଝିଅକୁ ଫିଙ୍ଗିବା ପରେ ନିଜେ ତଳକୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ପଡ଼ୋଶୀମାନେ ତାଙ୍କୁ ପଛରୁ ଧରି ନେଇଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଡାକ୍ତରଙ୍କୁ ଗିରଫ କରିଛି। ଘଟଣାଟି ବେଙ୍ଗାଲୁରୁର ସାମପଙ୍ଗିରାମନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି।
ବେଙ୍ଗାଲୁରୁ: ଚତୁର୍ଥ ମହଲାରୁ ଶିଶୁକନ୍ୟାକୁ ଫିଙ୍ଗି ମହିଳା ଡାକ୍ତର ଗିରଫ
/sambad/media/post_attachments/wp-content/uploads/2022/08/bengaluru.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)