ସତ କହିଲେ ଲାଲୁଙ୍କ ଝିଅ:ଦୁଇ ଭା‌ଇଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା‌ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଆଜି ସତ କଥା କହିଛନ୍ତି। ଲାଲୁଙ୍କ ପରିବାରରେ ଏବେ ଅଶାନ୍ତି ଲାଗି ରହିଛି। ଦୁଇ ପୁଅ ତେଜ ପ୍ରତାପ ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ ମ‌େନାମାଳିନ୍ୟ ହୋଇଛି ବୋଲି ଲାଲୁଙ୍କ ଝିଅ ମିସା ଭାରତୀ କହିଛନ୍ତି। ମିସା ଆଜି ସ୍ପଷ୍ଟ ଭାବେ ଜ‌ଣାଇଛନ୍ତି ‌େଯ ତାଙ୍କ ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ଦେଖାଯାଇଛି ସତ କିନ୍ତୁ ଆରଜେଡି ଏକ ବଡ଼ ପରିବାର ଏବଂ ଦଳ ପାଇଁ ଭୋଟ୍‌ କମ୍‌ ‌େହବନି।

ସମ୍ବନ୍ଧିତ ଖବର