ଲାଲୁଙ୍କୁ ଅନ୍ତରୀଣ ଜାମିନ

ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି ମାମଲା

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ ମଂଜୁର ହୋଇଛି। ଦିଲ୍ଲୀ କୋର୍ଟ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲାଲୁଙ୍କ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି।

ସମ୍ବନ୍ଧିତ ଖବର