ଡିସେମ୍ବର ୨୦ରେ କୋର୍ଟରେ ହାଜର ହେବେ ଲାଲୁ

ପାଟନା: ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି ମାମଲା‌େର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଡିସେମ୍ବର ୨୦ ତାରିଖରେ କୋର୍ଟରେ ହାଜର ହେବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର