ଆଜି ମୌସୁମୀ ଋତୁର ଶେଷ ଦିନ

ନୂଆଦିଲ୍ଲୀ : ପୂର୍ବ ଆକଳନ ଅନୁଯାୟୀ ଚାରି ମାସ ଧରି ଚାଲିଥିବା ମୌସୁମୀ ଋତୁ ଆସନ୍ତକାଲି ‌ଶେଷ ହେବାକୁ ଯାଉଛି। କିନ୍ତୁ ଆଗାମୀ କିଛି ଦିନ ପର୍ଯ୍ୟାନ୍ତ ଏହା ସକ୍ରିୟ ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମୌସୁମୀ ଋତୁ ଜୁନ୍‌ ୧ରୁ ଆରମ୍ଭ ହୋଇ ସେପ୍‌ଟେମ୍ବର ୩୦ରେ ଶେଷ ହୋଇଥାଏ।

ସମ୍ବନ୍ଧିତ ଖବର