ମୁମ୍ବାଇରେ ‘ଲେପ୍ଟୋସ୍ପାୟରୋସିସ୍‌’ ଆତଙ୍କ

ମୁମ୍ବାଇ: ଲଗାଣ ବର୍ଷା ପରେ ଏବେ ମୁମ୍ବାଇବାସୀଙ୍କୁ ‘ଲେପ୍ଟୋସ୍ପାୟରୋସିସ୍‌’ ଭୟ ଘାରିଛି। ଏହି ରୋଗର ପ୍ରାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୪ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇ ସାରିଲେଣି। ଏହି ଜୀବାଣୁ ଶରୀରରେ ପ୍ରବେଶ କରିବାର ୨୪ ଘଣ୍ଟାରେ ରୋଗୀ ଅବସ୍ଥା ସାଙ୍ଘାତିକ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର