ଏବେ ସାଉଦି ଆରବରେ ମିଳିବ ମଦ

ଏବେ ସାଉଦି ଆରବରେ ମିଳିବ ମଦ । ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ । ସାଉଦି ସରକାର ଦୀର୍ଘ ୭୩ ବର୍ଷ ପରେ ଦେଶରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ୨୦୩୪ରେ ସାଉଦୀ ଆରବରେ ଫୁଟବଲ ବିଶ୍ବକପ୍ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ସାଉଦୀ ସରକାର ମଦ ବିକ୍ରିକୁ ଅନୁମତି ଦେଇଛନ୍ତି ।

saudi

ରିୟାଦ: ଏବେ ସାଉଦି ଆରବରେ ମିଳିବ ମଦ । ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ । ସାଉଦି ସରକାର ଦୀର୍ଘ ୭୩ ବର୍ଷ ପରେ ଦେଶରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ୨୦୩୪ରେ ସାଉଦୀ ଆରବରେ ଫୁଟବଲ ବିଶ୍ବକପ୍ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ସାଉଦୀ ସରକାର ମଦ ବିକ୍ରିକୁ ଅନୁମତି ଦେଇଛନ୍ତି ।

ତେବେ ସାଉଦିର ସବୁସ୍ଥାନରେ ମଦ ବିକ୍ରି ହେବ ନାହିଁ । କେବଳ ଦେଶର ୬୦୦ଟି ପର୍ଯ୍ୟଟନସ୍ଥଳୀ, ହୋଟେଲ ଓ ରିଜୋର୍ଟରେ ମଦ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । କିନ୍ତୁ ସରକାରୀ ଘର, ଦୋକାନ କିମ୍ବା ସାର୍ବଜନୀନ ସ୍ଥାନରେ ମଦ ବିକ୍ରି ଓ ସେବନକୁ ଅନୁମତି ଦିଆଯିବ ନାହିଁ ତଥା କାହାକୁ ନିଜେ ମଦ ତିଆରି କରିବାକୁ ଅନୁମତି ଦିଆଯିବ ନାହିଁ।

ତେବେ ସାଉଦିର ସବୁସ୍ଥାନରେ ମଦ ବିକ୍ରି ହେବ ନାହିଁ । କେବଳ ଦେଶର ୬୦୦ଟି ପର୍ଯ୍ୟଟନସ୍ଥଳୀ, ହୋଟେଲ ଓ ରିଜୋର୍ଟରେ ମଦ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। କିନ୍ତୁ ସରକାରୀ ଘର, ଦୋକାନ କିମ୍ବା ସାର୍ବଜନୀନ ସ୍ଥାନରେ ମଦ ବିକ୍ରି ଓ ପାନକୁ ଅନୁମତି ଦିଆଯିବ ନାହିଁ ।

ସାଉଦି ଆରବର ଅର୍ଥନୀତିର ଅଭିବୃଦ୍ଧି କରିବା ପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶେଷକରି ତୈଳ ଉପରେ ନିର୍ବରଶୀଳତା ହ୍ରାସ କରି ପର୍ଯ୍ୟଟନ, ମନୋରଞ୍ଜନ ଏବଂ ଆତିଥ୍ୟକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ। ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଏହି ପରିବର୍ତ୍ତନଗୁଡ଼ିକ ନିଯୁକ୍ତି ସୃଷ୍ଟି କରିବାରେ ଏବଂ ବିଦେଶୀ ନିବେଶ ଆଣିବାରେ ସାହାଯ୍ୟ କରିବ। ବଡ଼ ବଡ଼ ହୋଟେଲ ଶୃଙ୍ଖଳାଗୁଡ଼ିକ ପୂର୍ବରୁ ସେମାନଙ୍କର ଯୋଜନାକୁ ସଜାଡ଼ିବାରେ ଲାଗିଛନ୍ତି। ନିୟମ ପରିବର୍ତ୍ତନ ପରେ ଅଧିକ ଆନ୍ତର୍ଜାତୀୟ ଅତିଥି ଆସିବେ ବୋଲି ସେ ଆଶା କରୁଛନ୍ତି। ଏହି ମଦ୍ୟପାନ ନୀତି ସାଉଦି ଆରବକୁ ଅଧିକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ କରିପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe