ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ଡେମୋକ୍ରାଟ ଲୁଲାଙ୍କର ବିଜୟ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ବାମପନ୍ଥୀ ଡେମୋକ୍ରାଟ୍ ଲୁଇସ ଇନାସିଓ ଲୁଲା ଡା ସିଲଭା ଓରଫ ଲୁଲା ଅଳ୍ପ ବ୍ୟବଧାନରେ ହରାଇ ୩୯ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଲୁଲା ୫୦.୯ ପ୍ରତିଶତ ଭୋଟ ପାଇଥିବା ବେଳେ ବୋଲସୋନାରୋ ୪୯.୧ ପ୍ରତିଶତ ଭୋଟ ପାଇଛନ୍ତି। ଲୁଲା ଏହା ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ଦୁଇଥର ରାଷ୍ଟ୍ରପତି ହୋଇଥିଲେ।
ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ଲୁଲାଙ୍କ ବିଜୟ
/sambad/media/post_attachments/wp-content/uploads/2022/11/65fs4h654sfh65f4h65fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)