ଭୋପାଳ : କର୍ଣ୍ଣାଟକ ଏବଂ ହରିୟାଣା ‘ଲଭ୍ ଜିହାଦ୍’ ବିରୋଧରେ ଆଇନ ଆଣିବାପାଇଁ ନିଷ୍ପତ୍ତି ନେବାର କିଛି ସପ୍ତାହ ପରେ ମଧ୍ୟପ୍ରଦେଶ ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛି। ମଧ୍ୟପ୍ରଦେଶ ମଧ୍ୟ ଖୁବ୍ ଶୀଘ୍ର ‘ଲଭ୍ ଜିହାଦ୍’ ବିରୋଧରେ ଆଇନ ଆଣିବ। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ଖୁବ୍ ଶୀଘ୍ର ଏକ ଆଇନ ଆଣିବେ। ଏହି ଆଇନରେ ୫ ବର୍ଷ ଜେଲ୍ଦଣ୍ଡ ବ୍ୟବସ୍ଥା ରହିବ।
‘ଲଭ୍ ଜିହାଦ୍’ ବିରୋଧରେ ଆଇନ ଆଣିବ ମଧ୍ୟପ୍ରଦେଶ
/sambad/media/post_attachments/wp-content/uploads/2020/11/ତିୀି9୍ର7୍ି9ର87ିର୍987ିର98ରି୍ିରିରିର୍.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)