ନୂଆଦିଲ୍ଲୀ: ଶନିବାର ଦିନ ୪୦ ଜଣ ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମହାରାଷ୍ଟ୍ରର ଦହନୁ ନିକଟରେ ଓଲଟି ପଡ଼ିଛି। ଏହି ଦୁର୍ଘଟନାରେ ୪ ଜଣ ସ୍କୁଲ୍ ପିଲା ପ୍ରାଣ ହରାଇଛନ୍ତି।
କୂଳରେ ପହଞ୍ଚବାକୁ ପ୍ରାୟ ୪ କିଲୋମିଟର୍ ବାକି ଥିବାବେଳେ ଡଙ୍ଗାଟି ଓଲଟି ପଡ଼ିଥିଲା। ୨୫ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ପିଲାମାନଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/boats_630_630.jpg)