ମହାରାଷ୍ଟ୍ର: ଓଲଟି ପଡ଼ିଲା ୪୦ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ନୂଆଦିଲ୍ଲୀ: ଶନିବାର ଦିନ ୪୦ ଜଣ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମହାରାଷ୍ଟ୍ରର ଦହନୁ ନିକଟରେ ଓଲଟି ପଡ଼ିଛି। ଏହି ଦୁର୍ଘଟନାରେ ୪ ଜଣ ସ୍କୁଲ୍‌ ପିଲା ପ୍ରାଣ ହରାଇଛନ୍ତି।

କୂଳରେ ପହଞ୍ଚବାକୁ ପ୍ରାୟ ୪ କିଲୋମିଟର୍‌ ବାକି ଥିବାବେଳେ ଡଙ୍ଗାଟି ଓଲଟି ପଡ଼ିଥିଲା। ୨୫ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ପିଲାମାନଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଚାଲିଛି।

ସମ୍ବନ୍ଧିତ ଖବର