ଶ୍ରୀନଗର: ଜମ୍ମୁର ବର୍ଡର ଆଉଟପୋଷ୍ଟ ଏବଂ କାଶ୍ମୀରର ଆର୍ନିଆ ସେକ୍ଟର ନିକଟସ୍ଥ ଅନ୍ତର୍ଜାତୀୟ ସୀମାରେ ଚୀନ ନିର୍ମିତ ଏକ ଡ୍ରୋନ ଠାବ କରାଯାଇଛି। ଗତକାଲି ବିଏସ୍ଏଫ ଏହି ଡ୍ରୋନ ଠାବ କରିଥିଲା। ଏହି ଡ୍ରୋନରେ କୌଣସି କ୍ୟାମେରା ନଥିଲେ ବି ବିଭିନ୍ନ ପ୍ରକାର ଆଲୋକ ଜଳୁଥିଲା। ତେବେ ଏହି ଡ୍ରୋନ୍ କିଭଳି ଏବଂ କେଉଁଠୁ ଆସିଲା, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ବୋଲି ବିଏସ୍ଏଫ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ସୀମା ଏବଂ ପାକିସ୍ତାନ ସେନା ଶିବିର ନିକଟରୁ ଏହି ଡ୍ରୋନ ଠାବ କରାଯିବା ପରେ ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି।
ଜମ୍ମୁ-କାଶ୍ମୀର ସୀମାରୁ ଚୀନ୍ ନିର୍ମିତ ଡ୍ରୋନ ଠାବ
/sambad/media/post_attachments/wp-content/uploads/2020/01/download-44.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)