ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍ (ଜୈଶ ଏ ମହମ୍ମଦ୍)ର ମୁଖ୍ୟ ମାସୁଦ୍ ଆଝାର ଏବେ ଶଯ୍ୟାଶାୟୀ । ଗତ ୧୮ ମାସ ହେବ କିଡନି ସଂକ୍ରାନ୍ତ ରୋଗରେ ପୀଡ଼ିତ ଥିବା ଆଝାର ଏବେ ରାୱଲପିଣ୍ଡିର ଏକ ସାମରିକ ହସ୍ପିଟାଲ୍ରେ ଚିକିତ୍ସାଧୀନ ରହିଛି। ଏଭଳି ପରିସ୍ଥିତିରେ ଏବେ ଆଝାରର ଦୁଇ ଭାଇ ରୌଫ୍ ଅସଘର ଏବଂ ଅଥାର ଇବ୍ରାହିମ୍ ଜେଇଏମ୍ର ସମସ୍ତ କାର୍ଯ୍ୟ ସଂଚାଳନ କରୁଛନ୍ତି। ସେମାନଙ୍କ ପରିଚାଳନାରେ ଆଫଗାନିସ୍ତାନରେ ଜିହାଦୀମାନେ ଆକ୍ରମଣ କରୁଛନ୍ତି।
ମୁଖ୍ୟ ମାସୁଦ୍ ଆଝାର ରୋଗାକ୍ରାନ୍ତ : ସଂଗଠନ ଚଳାଇଛନ୍ତି ଦୁଇ ଭାଇ
/sambad/media/post_attachments/wp-content/uploads/2018/10/masoodazhar-kubF-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)