ମୁଖ୍ୟ ମାସୁଦ୍‌ ଆଝାର ରୋଗାକ୍ରାନ୍ତ : ସଂଗଠନ ଚଳାଇଛନ୍ତି ଦୁଇ ଭାଇ

0

ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ (ଜୈଶ ଏ ମହମ୍ମଦ୍‌)ର ମୁଖ୍ୟ ମାସୁଦ୍‌ ଆଝାର ଏବେ ଶଯ୍ୟାଶାୟୀ । ଗତ ୧୮ ମାସ ହେବ କିଡନି ସଂକ୍ରାନ୍ତ ରୋଗରେ ପୀଡ଼ିତ ଥିବା ଆଝାର ଏବେ ରାୱଲପିଣ୍ଡିର ଏକ ସାମରିକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରହିଛି। ଏଭଳି ପରିସ୍ଥିତିରେ ଏବେ ଆଝାରର ଦୁଇ ଭାଇ ରୌଫ୍‌ ଅସଘର ଏବଂ ଅଥାର ଇବ୍ରାହିମ୍‌ ଜେଇଏମ୍‌ର ସମସ୍ତ କାର୍ଯ୍ୟ ସଂଚାଳନ କରୁଛନ୍ତି। ସେମାନଙ୍କ ପରିଚାଳନାରେ ଆଫଗାନିସ୍ତାନରେ ଜିହାଦୀମାନେ ଆକ୍ରମଣ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.