କୁଆଲାଲମ୍ପୁର: ମାଲେସିଆର ଏକ ଅଦାଲତ ପୂର୍ବ ପ୍ରଧାନମନ୍ତ୍ରୀ ନବୀବ ରଜାକ୍ଙ୍କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛି। ରଜାକ୍ଙ୍କ ବିରୋଧରେ ୫ଟି ବଡ଼ ଦୁର୍ନୀତି ମାମଲା ରହିଛି। ପାକିସ୍ତାନର ଦୃଢ଼ ସମର୍ଥକ ଭାବେ ଜଣାଶୁଣା ରଜାକ୍ କାଶ୍ମୀର ପ୍ରସଙ୍ଗରେ ସର୍ବଦା ଭାରତକୁ ବିରୋଧ କରି ଆସୁଥିଲେ। ନିଜ ଦେଶର କୂଟନୀତି ଏବଂ ଅନ୍ୟ ଦଳର ନେତାଙ୍କ ପ୍ରସ୍ତାବକୁ ଅଣଦେଖା କରି ସେ ପାକିସ୍ତାନକୁ ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଥିଲେ।
ପାକ୍ ସମର୍ଥକ ପୂର୍ବତନ ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ୍ଙ୍କୁ ୧୨ ବର୍ଷ ଜେଲ୍
/sambad/media/post_attachments/wp-content/uploads/2020/07/f7h897dgj98dg7j98dgj798dgjdgjjgjjjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)