ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବାକୁ କୋଲକାତା ଏୟାରପୋର୍ଟରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାନ୍ୟ ବିଳମ୍ବରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ସ୍ୱାଗତ କରିବା ପାଇଁ ମମତା ଆଗକୁ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନଜର ରାସ୍ତାରେ ଥିବା କାଦୁଅ ଉପରେ ପଡ଼ିଥିଲା ଏବଂ ସେ ମମତାଙ୍କୁ କାଦୁଅରୁ ରକ୍ଷା କରିବା ପାଇଁ ଅନ୍ୟ ରାସ୍ତାରେ ଆସିବାକୁ କହିଥିଲେ।
ମମତାଙ୍କୁ ମୋଦି ଦେଖାଇଲେ ରାସ୍ତା
/sambad/media/post_attachments/wp-content/uploads/2018/05/1-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)