ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ଆଗରେ ରହିଛନ୍ତି। ତିୱାରୀଙ୍କ ବିପକ୍ଷରେ କଂଗ୍ରେସର କହ୍ନେୟା କୁମାର କଡା ଟକ୍କର ଦେଉଛନ୍ତି। ଅପରପକ୍ଷରେ କଂଗ୍ରେସ ଦଳର ଜେପି ଅଗ୍ରୱାଲ ଚାନ୍ଦନୀ ଚୌକ ଆସନରୁ ଆଗୁଆ ଥିବାବେଳେ ଦିଲ୍ଲୀର ୭ ଆସନ ମଧ୍ୟରୁ ୩ ଲୋକସଭା ଆସନରେ ଭାଜପା ଆଗୁଆ ରହିଛି।
ଉତ୍ତର-ପୂର୍ବ ଦିଲ୍ଲୀରେ ମନୋଜ ତିଓ୍ବାରୀ ଆଗୁଆ
/sambad/media/post_attachments/wp-content/uploads/2024/06/14-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)