ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ମହିଳାଙ୍କ ସମେତ ୩ ଜଣ ଜଣଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇଡନାର ଗାଁ ନିକଟରେ ମାଓବାଦୀଙ୍କ ପ୍ରଜାକୋର୍ଟରେ ଏହି ୩ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।
update odishaମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି। ମୃତ ମହିଳାଙ୍କ ନାଁ ମାଙ୍ଗୀ ଏବଂ ଦୁଇ ପୁରୁଷ ହେଲେ କାମୁଲୁ ଓ ପୁନେମ। ଏହି ଘଟଣା ପରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ କମଲଲୋଚନ କାଶ୍ୟପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Naxals-Killed-3-People_Thumbnail.jpg)