ମଧ୍ୟ ପ୍ରଦେଶ ସରକାରଙ୍କୁ ମାୟାବତୀଙ୍କ ସମାଲୋଚନା

0

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଆଜି ବିଏସ୍‌ପି ସୁପ୍ରିମୋ ମାୟାବତୀ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ କଂଗ୍ରେସ ଦଳିତଙ୍କ ପ୍ରତି ଦମନ ନୀତି ଧରିଛି ବୋଲି ସେ କହିଛନ୍ତି। କଂଗ୍ରେସ ସରକାରଙ୍କ କାର୍ଯ୍ୟରେ ଲୋକେ ସନ୍ତୁଷ୍ଟ ନାହାନ୍ତି ଏବଂ ପୂର୍ବରୁ ବିଜେପି ଯେଭଳି କାମ କରୁଥିଲା, ଏବେ କମଳନାଥ ସରକାର ସେହି ରାସ୍ତାରେ ହିଁ ଚାଲିଛନ୍ତି ବୋଲି ମାୟାବତୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.