କାର୍ଯ୍ୟକ୍ଷେତ୍ରରେ ‘ମିଠୁ’ ଆତଙ୍କ!

ନୂଆଦିଲ୍ଲୀ : ନିକଟରେ ‘ମିଠୁ’ ଅଭିଯାନ ଜୋରଦାର ‌ହୋଇଥିଲା ଏବଂ ଏହାକୁ ନେଇ‌ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ‘ମିଠୁ’ ଅଭିଯାନ ପରେ ଏବେ କାର୍ଯ୍ୟକ୍ଷେତ୍ରରୁ ରୋମାନ୍ସ ଗାଏବ୍‌ ହୋଇଯାଇଛି। ଲଣ୍ଡନ୍‌ର ଏକ ଇନ୍‌ସ୍ୟୁରାନ୍ସ କମ୍ପାନି ‘ଡାଇରେକ୍ଟ ଲାଇନ୍‌’ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।

ସମ୍ବନ୍ଧିତ ଖବର