ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ବିଜୟକୁ ସ୍ବୀକାର କରୁନାହାନ୍ତି। ଏଭଳି ସମୟରେ ପତ୍ନୀ ମେଲାନିଆ କିନ୍ତୁ ହ୍ବାଇଟ୍ ହାଉସ ଛାଡ଼ି ନିଜ ଘରକୁ ଫେରିଯିବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି। ମେଲାନିଆ ଫ୍ଲୋରିଡା ପାମ୍ ବିଚ୍ସ୍ଥିତ ମାର୍-ଏ-ଲାଗୋ ବାସଭବନକୁ ଫେରିଯିବାକୁ ପ୍ରସ୍ତୁତ ହେଉଛନ୍ତି। ମେଲାନିଆ ଘରକୁ ଫେରିବାକୁ ବ୍ୟସ୍ତ ହେଉଥିବା ଲକ୍ଷ୍ୟ କରି ରାଷ୍ଟ୍ରପତି ଟ୍ରମ୍ପ୍ ହ୍ବାଇଟ୍ ମଧ୍ୟ ହାଉସ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ଆମେରିକାର ପ୍ରଥମ ମହିଳା ମେଲାନିଆ ଘରକୁ ଫେରିବାକୁ ଚାହୁଁଛନ୍ତି
/sambad/media/post_attachments/wp-content/uploads/2020/02/melania-fruit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)