ମେକ୍ସିକୋ ସିଟି : ମେକ୍ସିକୋର ଏକ କ୍ଲବ୍ରେ ଆଜି କିଛି ଅଜ୍ଞାତ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିବାରୁ ୧୦ଜଣଙ୍କର ମୃତ୍ୟୁ ହୋଇଛି। ଗତ ମେ’ ମାସରେ ମଧ୍ୟ ସମାନ ଘଟଣାରେ ମେକ୍ସିକୋର କେନ୍ଦ୍ରୀୟ ସହର ସେଲାୟାସ୍ଥିତ ଏକ ହୋଟେଲ ଏବଂ ଦୁଇଟି ବାର୍ ଉପରେ ହୋଇଥିବା ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଥିଲେ। ଗତ ମାର୍ଚ୍ଚରେ କ୍ଲବ୍ ଗୁଳିକାଣ୍ଡରେ ୧୯ଜଣ ଏବଂ ଜାନୁଆରିରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ନିଶା ଦ୍ରବ୍ୟ କାରବାରକୁ ନେଇ ଏଭଳି ଆକ୍ରମଣ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।
ମେକ୍ସିକୋ କ୍ଲବ୍ରେ ଗୁଳିକାଣ୍ଡ, ୧୦ ମୃତ
/sambad/media/post_attachments/wp-content/uploads/2022/06/firing-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)