ମିଗ୍‌ ୨୭ ୟୁପିଜି ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଆଜି ସକାଳେ ରାଜସ୍ଥାନର ଯୋଧପୁରରୁ ନିୟମିତ ଅଭିଯାନରେ ଥିବା ଗୋଟାଏ ମିଗ୍‌ ୨୭ ୟୁପିଜି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସିରୋହି ଅନ୍ତର୍ଗତ ଶେଓଗଞ୍ଜ ନିକଟବର୍ତ୍ତୀ ଗୋଦାନା ନିକଟରେ ବିମାନଟି ଖସି ପଡ଼ିଛି।

ସମ୍ବନ୍ଧିତ ଖବର