ସିଆର୍ପିଏଫ୍ ଶିବିର ଉପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ
ପୁଲୱାମା: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଥିବା ନେୱା ଗ୍ରାମର ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ(ସିଆର୍ପିଏଫ୍) ଶିବିର ଉପରେ ସୋମବାର ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀ ଗ୍ରେନେଡ୍ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ଆକ୍ରମଣରେ ଏବେ ସୁଦ୍ଧା କେହି ମୃତାହତ ହୋଇଥିବା ସୂଚନା ହସ୍ତଗତ ହୋଇନାହିଁ। ଜମ୍ମୁ-କଶ୍ମୀରର ସୋପିଆନ୍ ଜିଲ୍ଳାରେ ସୁରକ୍ଷା ବଳର ଏନ୍କାଉଣ୍ଟର୍ରେ ୩ ଜଣ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିହତ ହେବାର ୩ ଘଣ୍ଟା ମଧ୍ୟରେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
Terrorists attack CRPF camp in J&K’s Pulwama. @Ashraf_wani gets us more on this.
Watch #6PMPrime with @Ankit_Tyagi01 Live: https://t.co/4fqxBVUizL pic.twitter.com/Xy3uh4hE5k— India Today (@IndiaToday) January 20, 2020