୨୯ ଦିନ ବିତିଗଲା:ଖଣି ଶ୍ରମିକଙ୍କ ପତ୍ତା ମିଳୁନି

ଶିଲଂ, : ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର ଏକ ବେଆଇନ ଖଣିରେ ଫସି ରହିଥିବା ୧୫ ଜଣ ଖଣି ଶ୍ରମିକଙ୍କ ପତ୍ତା ମିଳୁନି। ଇତି ମଧ୍ୟରେ ୨୯ ଦିନ ବିତିଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ବିଶେଷ ଅଗ୍ରଗତି ହୋଇନାହିଁ। ଜଳ ନିଷ୍କାସନ ପାଇଁ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ୍‌ ମଧ୍ୟ ବ୍ୟବହାର ହୋଇଛି। ବର୍ତ୍ତମାନ ସୁଦ୍ଧା ୨୮ ଲକ୍ଷ ଲିଟର ଜଳ ନିଷ୍କାସନ ସତ୍ତ୍ବେ ଜଳସ୍ତରରେ କିଛି ପରିବର୍ତ୍ତନ ହୋଇପାରିନି।

ସମ୍ବନ୍ଧିତ ଖବର