ପଣ୍ଡିତ ଯଶରାଜଙ୍କ ନାମରେ ନାମିତ ହେଲା କ୍ଷୁଦ୍ର ଗ୍ରହ

ନୂଆଦିଲ୍ଲୀ : ସୌରମଣ୍ଡଳରେ ଏବେ ମଂଗଳ ଏବଂ ବୃହଷ୍ପତ୍ତି ମଧ୍ୟରେ ଥିବା ଏକ ଛୋଟ ଗ୍ରହକୁ ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜଙ୍କ ନାମରେ ନାମିତ କରାଯାଇଛି। ଏହି ସମ୍ମାନ ପାଇବାରେ ଯଶରାଜ ପ୍ରଥମ ଭାରତୀୟ କଳାକାର। ଇଣ୍ଟରନ୍ୟାସନାଲ ଏଷ୍ଟ୍ରୋନମିକଲ ୟୁନିୟନ (ଆଇଏୟୁ) ଏହି ଛୋଟ ଗ୍ରହ (୩୦୦୧୨୮)ର ନାମକରଣ ପଣ୍ଡିତ ଯଶରାଜଙ୍କ ନାମରେ କରିଛି। ଏହି ଗ୍ରହ ୨୦୦୬ରେ ଠାବ ହୋଇଥିଲା।

ସମ୍ବନ୍ଧିତ ଖବର