ମୁମ୍ବାଇ: ଅଭିନେତା ନାନା ପାଟେକର ଏବଂ ତନୁଶ୍ରୀ ଦତ୍ତଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ନାନାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ତନୁଶ୍ରୀ କହିଛନ୍ତି ନାନା ଏବଂ ଏମ୍ଏନ୍ଏସ୍ ଅଧ୍ୟକ୍ଷ ରାଜ ଠାକ୍ରେ ତାଙ୍କ ଉପରେ ଆକ୍ରମଣ ଧମକ ଦେଇଛନ୍ତି। ଏମ୍ଏନ୍ଏସ୍ କୁ ଗୁଣ୍ଡାମାନଙ୍କ ଦଳ ବୋଲି କହି ତନୁଶ୍ରୀ କହିଛନ୍ତି ଯେ ତାଙ୍କୁ ତୁହାକୁ ତୁହା ଆକ୍ରମଣ ଧମକ ମିଳୁଛି। ଏଥିରେ ସେ ଦବିଯିବେ ନାହିଁ। ତନୁଶ୍ରୀଙ୍କୁ ପୁଲିସ ସୁରକ୍ଷା ମିଳିଛି।
ଏମ୍ଏନ୍ଏସ୍ ଏବଂ ନାନା ଆକ୍ରମଣ ଧମକ ଦେଉଛନ୍ତି: ତନୁଶ୍ରୀ
/sambad/media/post_attachments/wp-content/uploads/2018/10/tanushree-nana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)