ଜାମ୍ମୁ , କଶ୍ମୀର ଓ ଲଦାଖରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି : ମୋଦୀ (ଲାଇଭ ଦେଖନ୍ତୁ )

ନୂଆଦିଲ୍ଲୀ : ସରକାରୀ ଗତ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଏହା ଦ୍ୱାରା ଜାମ୍ମୁ , କଶ୍ମୀର ଓ ଲଦାଖରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏଥିପାଇଁ ସେ ସାରା ଦେଶବାସୀଙ୍କୁ ଅଭିନନ୍ଦନ କରିଛନ୍ତି । ଦେଶର ବିକାଶ ପାଇଁ ଅନେକ ଆଇନ କାନୁନ ଆସୁଥିବାବେଳେ ତାହା କଶ୍ମୀରରେ ଲାଗୁ ହେଉନଥିଲା । ଏହା ଦ୍ୱାରା ଜମ୍ମୁ ଓ କଶ୍ମୀରର ଲୋକମାନେ ନିଜର ହକ ପାଇପାରୁନଥିଲେ । ବିକାଶ କ୍ଷେତ୍ରରେ ସେମାନେ ପଛୁଆ ଥିଲେ ।

ସମ୍ବନ୍ଧିତ ଖବର