ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ତାଲିକାରେ ରାଜନାଥ ସିଂ, ନୀତିନ ଗଡକରୀ, ଅମିତ ଶାହା, ନିର୍ମଳା ସୀତାରମଣଙ୍କୁ ପୁଣି ସୁଯୋଗ ମିଳିଥିବା କୁହାଯାଉଛି। ଏହାଛଡ଼ା ଅଶ୍ୱିନୀ ବୈଷ୍ଣବ, ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମଧ୍ୟ ସାମିଲ ଥିବା ଚର୍ଚ୍ଚା ହେଉଛି। ମୋଦୀ କ୍ୟାବିନେଟ୍ ୩.୦: କେଉଁ ରାଜ୍ୟରୁ କିଏ ସମ୍ଭାବ୍ୟ ମନ୍ତ୍ରୀ ହେବେ ସେନେଇ କଳ୍ପନାଜଳ୍ପନା ଜାରି ରହିଛି।
ମୋଦୀ କ୍ୟାବିନେଟ ୩.୦ର ସମ୍ଭାବ୍ୟ ତାଲିକା
ରାଜନାଥ ସିଂ-ଉତ୍ତରପ୍ରଦେଶ
ନୀତିନ ଗଡ଼କରୀ-ମହାରାଷ୍ଟ୍ର
ଅମିତ ଶାହା-ଗୁଜରାଟ
ନିର୍ମଳା ସୀତାରମଣ-ତାମିଲନାଡ଼ୁ
ଅଶ୍ୱିନୀ ବୈଷ୍ଣବ-ଓଡ଼ିଶା
ପୀୟୁଷ ଗୋଏଲ-ମହାରାଷ୍ଟ୍ର
ମନସୁଖ ମାଣ୍ଡବିୟ-ଗୁଜରାଟ
ଅର୍ଜୁନ ମେଘଓ୍ବାଲ-ରାଜସ୍ଥାନ
ଶିବରାଜ ସିଂ-ମଧ୍ୟପ୍ରଦେଶ
ଅନ୍ନାମଲାଇ-ତାମିଲନାଡ଼ୁ
ସୁରେଶ ଗୋପି-କେରଳ
ମନୋହର ଖଟ୍ଟର-ହରିଆଣା
ସର୍ବାନନ୍ଦ ସୋନୋଓ୍ବାଲ-ପୂର୍ବୋତ୍ତର
କିରନ ରିଜିଜୁ-ପୂର୍ବୋତ୍ତର
ରାଓ ଇନ୍ଦ୍ରଜିତ-ହରିଆଣା
ଜିତେନ୍ଦ୍ର ସିଂ-ଜମ୍ମୁ କଶ୍ମୀର
କମଲଜୀତ ସହରାଓ୍ବତ-ଦିଲ୍ଲୀ
ରକ୍ଷା ଖଡସେ-ମହାରାଷ୍ଟ୍ର
ଜି କିଶନ ରେଡ୍ଡୀ-ତେଲଙ୍ଗାନା
ହରଦୀପ ପୁରୀ-ପଞ୍ଜାବ
ନିତ୍ୟାନନ୍ଦ ରାୟ-ବିହାର
ବନ୍ଦି ସଞ୍ଜୟ କୁମାର-ତେଲଙ୍ଗାନା
ପଙ୍କଜ ଚୌଧୁରୀ-ଉତ୍ତରପ୍ରଦେଶ
ବିଏଲ୍ ବର୍ମା-ଉତ୍ତରପ୍ରଦେଶ
ଅନ୍ନପୂର୍ଣ୍ଣା ଦେବୀ-ଝାରଖଣ୍ଡ
ରବନୀତ ସିଂ ବିଟ୍ଟୁ-ପଞ୍ଜାବ
ଶୋଭା କରନ୍ଦଜାଲେ-କର୍ନାଟକ
ହର୍ଷ ମଲହୋତ୍ରା-ଦିଲ୍ଲୀ
ଜିତିନ ପ୍ରସାଦ-ୟୁପି
ଭାଗିରଥ ଚୌଧୁରୀ-ରାଜସ୍ଥାନ
ସିଆର୍ ପାଟିଲ-ଗୁଜରାଟ
ଅଜୟ ଟମ୍ଟା-ଉତ୍ତରାଖଣ୍ଡ
ଧର୍ମେନ୍ଦ୍ର ପ୍ରଧାନ-ଓଡ଼ିଶା
ଜୁଏଲ ଓରାମ-ଓଡ଼ିଶା
ଗଜେନ୍ଦ୍ର ସିଂ ଶେଖାଓ୍ବତ-ରାଜସ୍ଥାନ
ଜ୍ୟୋତିରାଦିତ୍ୟ ସିନ୍ଧିଆ-ମଧ୍ୟପ୍ରଦେଶ