ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀୟୁକ୍ରେନ୍ଦେଶରରାଜଧାନୀକିବରେପହଞ୍ଚିଛନ୍ତି।ୟୁକ୍ରେନ୍ରାଷ୍ଟ୍ରପତିଭୋଲୋଦିମିରଜେଲେନସ୍କିଙ୍କନିମନ୍ତ୍ରଣକ୍ରମେପ୍ରଧାନମନ୍ତ୍ରୀମୋଦୀୟୁକ୍ରେନରେପହଞ୍ଚିଛନ୍ତି। ଜେଲେନସ୍କିଙ୍କୁ ଭେଟିବା ସମୟର ମୋଦୀ ତାଙ୍କୁ ଆଲିଙ୍ଗନ କରିଥିଲେ । ଆଉ କିଛି ସମୟ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ।
ଏହିଗସ୍ତପୂର୍ବରୁପ୍ରଧାନମନ୍ତ୍ରୀକହିଥିଲେଯେଚାଲିଥିବାଯୁଦ୍ଧରଶାନ୍ତିପୂର୍ଣ୍ଣସମାଧାନପାଇଁସେୟୁକ୍ରେନନେତାଙ୍କସହନିଜରମତରଖିବେ। ରୁଷ୍-ୟୁକ୍ରେନଯୁଦ୍ଧମଧ୍ୟରେପ୍ରଧାନମନ୍ତ୍ରୀମୋଦୀଙ୍କଏହିଗସ୍ତକୁଅତ୍ୟନ୍ତଗୁରୁତ୍ୱପୂର୍ଣ୍ଣବୋଲିବିବେଚନାକରାଯାଉଛି। ୧୯୯୧ରେ ୟୁକ୍ରେନ ସୋଭିଏତ ରୁଷଠାରୁ ଅଲଗା ହୋଇ ଏକ ସ୍ବାଧୀନ ରାଷ୍ଟ୍ର ହେବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ୟୁକ୍ରେନ ଗସ୍ତ ।
ରୁଷରସରକାରୀଗଣମାଧ୍ୟମଆରଟିମଧ୍ୟଦୁଇନେତାଙ୍କମଧ୍ୟରେସମ୍ଭାବ୍ୟଆଲୋଚନାବିଷୟରେଟୁଇଟ୍କରିଛି।ଆରଟିଲେଖିଛିଯେମୋଦୀୟୁକ୍ରେନଗସ୍ତସମୟରେପ୍ରଧାନମନ୍ତ୍ରୀଶାନ୍ତିଆଣିବାକୁଚେଷ୍ଟାକରୁଛନ୍ତି।ମାତ୍ର୬ସପ୍ତାହତଳେପ୍ରଧାନମନ୍ତ୍ରୀମୋଦୀମଧ୍ୟଋଷଗସ୍ତକରିଥିଲେ। ସେତେବେଳେ ବି ପୁଟିନଙ୍କୁ ସାକ୍ଷାତ କରିବା ବେଳେ ସେ ଶାନ୍ତି କଥା ଉଠାଇଥିଲେ । ଏବେ ସେ ୟୁକ୍ରେନ ଗସ୍ତରେ ଥିବାରୁ ସମଗ୍ର ବିଶ୍ବର ନଜର ତାଙ୍କ ଉପରେ ରହିଛି ।