ମର୍ଣ୍ଣି କନ୍‌ସଲ୍ଟ ସର୍ଭେ : ମୋଦୀ ବିଶ୍ବର ସବୁଠାରୁ ଗ୍ରହଣୀୟ ନେତା

ନୂଆଦିଲ୍ଲୀ : ବିଶ୍ବ ନେତାମାନଙ୍କ କାର୍ଯ୍ୟକାଳ ଏବଂ ସେମାନଙ୍କ ଲୋକପ୍ରିୟତା ଉପରେ ନଜର ରଖୁଥିବା ଖ୍ୟାତନାମା ଡାଟା ଫାର୍ମ ମର୍ଣ୍ଣିଂ କନ୍‌ସଲ୍ଟର ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ବର ସବୁଠାରୁ ଗ୍ରହଣୀୟ ନେତା। ଏହି ସର୍ଭେ ଅନୁଯାୟୀ ୭୫ ପ୍ରତିଶତ ଲୋକ ମୋଦୀଙ୍କୁ ସମର୍ଥନ କରିଥିବା ବେଳେ ମୋଦିଙ୍କ ମୋଟ ସ୍ବୀକୃତି ରେଟିଂ ୫୫ ରହିଛି ଯାହାକି ସବୁଠାରୁ ଅଧିକ। ଜର୍ମାନୀ ଚାନ୍‌ସଲେର ଏଂଜେଲା ମର୍କେଲଙ୍କ ସ୍ବୀକୃତି ହାର ୨୪ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର