ଭୋପାଳ: ଲଗାତାର ୧୫ ବର୍ଷ ଧରି ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଥିବା ବିଜେପି ପାଇଁ ଚଳିତ ଥର ରାଜ୍ୟରେ ଏକ ବଡ଼ ଚାଲେଂଜ ସୃଷ୍ଟି ହୋଇଛି। ଅଧିକାଂଶ ଏକ୍ଜିଟ୍ ପୋଲ୍ରୁ ମଧ୍ୟ ଜଣାପଡ଼ିଛି ଯେ ଏଥର ମଧ୍ୟପ୍ରଦଶେରେ କଂଗ୍ରେସ ୧୫ ବର୍ଷ ପରେ କ୍ଷମତାକୁ ଫେରିବ। ତେବେ ଗୋଟିଏ ପଟେ ଶିବରାଜ ସିଂହ ଚୌହାନ ନିଜକୁ ସବୁଠୁ ବଡ଼ ସର୍ବେକ୍ଷକ ଦାବି କରି ରାଜ୍ୟରେ ଲଗାତାର କ୍ଷମତା ବଜାୟ ରଖିବେ ବୋଲି ଦାବି କରିଥିଲେ ସୁଦ୍ଧା ତାଙ୍କ ବିରୋଧରେ ବୟାନବାଜୀ ଆରମ୍ଭ ହୋଇଗଲାଣି। ଜଣେ ବିଜେପି ରାଜ୍ୟସଭା ସଦସ୍ୟ ରଘୁନନ୍ଦନ ଶର୍ମା ଦାବି କରିଛନ୍ତି ଯେ ଯଦି ମଧ୍ୟପ୍ରଦେଶରେ ସରକାର ଗଢ଼ିବାରେ ବିଜେପି ବିଫଳ ହୁଏ ତେବେ ସେଥିପାଇଁ କେବଳ ଚୌହାନ ହିଁ ଦାୟୀ ରହିବେ।
ମଧ୍ୟପ୍ରଦେଶରେ ବିଜେପି ହାରିଲେ ଚୌହାନ୍ ଦାୟୀ ରହିବେ: ବିଜେପି ସାଂସଦ
/sambad/media/post_attachments/wp-content/uploads/2018/12/Shivraj-Singh-Chouhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)