ଏନ୍‌ସିପିକୁ ପୁଣି ଝଟ୍‌କା: ବିଜେପିରେ ଯୋଗ ଦେଲେ ସାଂସଦ ଉଦୟନରାଜେ

ନୂଆଦିଲ୍ଲୀ: ଏନ୍‌ସିପିକୁ ସଦ୍ୟ ଝଟ୍‌କା ଦେଇ ସତରା ସାଂସଦ ଛତ୍ରପତି ଉଦୟନରାଜେ ଭୋସଲେ ଆଜି ବି‌ଜେପି‌ରେ ଯୋଗ ଦେଇଛନ୍ତି। ମହାରାଜ ଛତ୍ରପତି ଶିବାଜୀଙ୍କ ବଂଶଧର ଭୋସଲେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ଦେଇଛନ୍ତି। ବିଜେପିରେ ଯୋଗ ଦେବାପୂର୍ବରୁ ଭୋସଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ପାଖରେ ତାଙ୍କ ଇସ୍ତଫାପତ୍ର ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର