ରାଞ୍ଚି: ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର । କୌଣସି ବି ମ୍ୟାଚ୍ ଆପଣ ଦେଖିବେ ଯଦି ଧୋନୀ ଶେଷ ଯାଏଁ ଥିବେ ତାହାଲେ ସିଏ ଦଳକୁ ବିଜୟ ସହ ଏକ ସୁନ୍ଦର ଛକା, ଚୌକା ସହ ଫିନିସ୍ କରିଥିବାର ଅନେକ ନଜିର ରହିଛି ।
MS Dhoni celebrating his 44th Birthday 😍❤️ pic.twitter.com/SYVATE9FUG
— ` (@WorshipDhoni) July 7, 2025
ତେବେ ପୂର୍ବତନ ଭାରତୀୟ କ୍ରିକେଟର ଧୋନୀ ଡାହାଣ ହାତି ବ୍ୟାଟର ହୋଇଥିବା ବେଳେ ଓ୍ଵିକେଟ୍ କିପର ଭାବେ ତାଙ୍କ ଦକ୍ଷତା ଦେଖିଛି ଦୁନିଆ । ଟିମ୍ ଇଣ୍ଡିଆକୁ ଅନେକ ସଫଳତା ଆଣି ଦେଇଥିବା ଧୋନୀଙ୍କର ଆଜି ଜନ୍ମଦିନ । ୧୯୮୧ ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଇତି ମଧ୍ଯରେ ୪୪ ଛୁଇଁଛି ।
#WATCH | Ranchi, Jharkhand | MS Dhoni Fans Club celebrates Captain Cool's birthday as he turns 44 today
— ANI (@ANI) July 7, 2025
Visuals from outside MS Dhoni's residence in Simakiyao area of outer Ranchi. pic.twitter.com/yxN5aRRDz8
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/07/dhoni-2025-07-07-11-24-12.jpg)