ଜାତିସଂଘ ଜଳବାୟୁ ପରିବର୍ତ୍ତନ କମିଟିରେ ମୁକେଶ

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘ ପକ୍ଷରୁ ଗଠନ କରାଯାଇଥିବା ଉପଦେଷ୍ଟା କମିଟିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ଭାରତର ସୁନିତା ନାରାୟଣ ମଧ୍ୟ ରହିଛନ୍ତି। ୟୁଏଇ ଅଧ୍ୟକ୍ଷତାରେ କମିଟିର ବୈଠକ ନଭେମ୍ବର ୩୦ରେ ହେବ।

ସମ୍ବନ୍ଧିତ ଖବର